Videos

Truck Accident: ରାସ୍ତା ମଝିରେ ଚେୟାର ପକେଇ ବସିଥିଲେ ଯୁବକ, ପଛରୁ ଧକ୍କା ଦେଲା ଟ୍ରକ୍

ଉତ୍ତରପ୍ରଦେଶ ର ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯେ ରାସ୍ତା ମଝିରେ ଚେୟାରରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ପ୍ରତାପଗଡ଼ ଜିଲ୍ଲାରେ ଘଟିଥିବା ଏହି ଘଟଣା ଏକ ଥାନା ବାହାରେ କଏଦ ହୋଇଥିବା ବେଳେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବ୍ୟସ୍ତବହୁଳ ରାସ୍ତାର ମଝିରେ ଥିବା ଏକ ଚେୟାରରେ ସର୍ଟସ ପିନ୍ଧିଥିବା ବ୍ୟକ୍ତିଙ୍କୁ ଦେଖିବା ପରେ ଦର୍ଶକମାନେ ସୁଟିଂ ଆରମ୍ଭ କରିଥିଲେ। ତେବେ ରାସ୍ତା ମଝିରେ ବସିଥିବା ବେଳେ ପଛ ଆଡୁ ଟ୍ରକ୍ ଧକ୍କା ଦେଇଥିଲା। ହେଲେ ଏଥିରେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭିଡିଓ ଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More