Charan Singh: ଚୌଧୁରୀ ଚରଣ ସିଂଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବାକୁ ଭାରତ ସରକାର ଘୋଷଣା କରିଛନ୍ତି। ତାଙ୍କର ଅବଦାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୂଚନା ଦେଶ ସହ ସେୟାର କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ବିନା କାରଣରେ କୃଷକଙ୍କ ନେତା କୁହାଯାଏ ନାହିଁ। ତାଙ୍କର ଅବଦାନ ଇତିହାସରେ ଲିପିବଦ୍ଧ ହୋଇଛି । ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେଲେ। ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ବିଧାନସଭାରୁ ଦେଶର ସଂସଦ,ସବୁଠାରେ ସେ କରିଥିଲେ ଜନତାର ପ୍ରତିନିଧିତ୍ୱ । ମେରଟ-ବାଗପାଟ ତାଙ୍କ ଘର ଥିଲା କିନ୍ତୁ ତାଙ୍କୁ କେବଳ ଜଣେ କୃଷକ ନେତା ଭାବରେ ସ୍ମରଣ କରାଯାଇଥାଏ । ଭାରତ ସରକାର ତାଙ୍କ ଜନ୍ମଦିନ 23 ଡିସେମ୍ବରକୁ କୃଷକ ଦିବସ ଭାବରେ ପାଳନ କରୁଛନ୍ତି ।
More Videos
More Videos
More Videos
More Videos
More Videos