Chhi Chhi Chhi Re Budhi Song: ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି ଛି ଛି ଛିରେ ନନୀ ଛି ଗୀତ । କୋରାପୁଟିଆ ଭାଷାରେ ପ୍ରସ୍ତୁତ ଏହି ଗୀତ ଏବେ ଖୁବ୍ ଲୋକପ୍ରିୟ ହୋଇଛି । ୧୯୯୫ ମସିହାର ଅଡିଓ ଆଲବମ୍- ବାଲିଫୁଲ୍ ବେଶ୍ ଚହଳ ପକାଇଥିଲା । ଗାୟକ ସତ୍ଯନାରାୟଣ ଅଧିକାରୀଙ୍କ ରଚିତ ଓ ସ୍ବର ସଂଯୋଜନା ଅତି ଚମତ୍କାର ହୋଇଥିବା ବେଳେ ଗୀତଟି ଏବେ ସବୁବର୍ଗର ଲୋକଙ୍କ ପସନ୍ଦ ହୋଇପାରିଛି ।ତେବେ ୨୦ ବର୍ଷ ପରେ ଭାଇରାଲ ହୋଇଥିବା ଏହି ଗୀତକୁ ନେଇ ଏବେ ଫେସବୁକ ଇନଷ୍ଟା, ୟୁଟ୍ୟୁବର ଏହାର କମେଡି ରିଲ୍ସ ଚାଲିଥିବା ବେଳେ ଏବେ ଭାଇରାଲ ହୋଇଛି ଛି ଛି ବୁଢୀ ଗୀତ। ଏହି ଗୀତରେ ବୁଢୀ ମାଉସୀ ଙ୍କ ସହ ତାଙ୍କ ନାତି ର ଭିଡିଓ ଭାଇରାଲ ହୋଇଛି।
More Videos
More Videos
More Videos
More Videos
More Videos