Video: ଦୀର୍ଘ ୨୦ ବର୍ଷ ପରେ କ୍ୟାମେରା ସାମ୍ନାକୁ ଫେରିଲେ ଅଭିନେତା ବିଭୂତି । ଛି ଛି ଛିରେ ନନୀ ଛି ଗୀତଟି ଟ୍ରେଣ୍ଡିଂକୁ ଆସିବା ପରେ ବିଭୂତିଙ୍କୁ ନେଇ ଚର୍ଚ୍ଚା ବଢିଥିଲା । ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ ମନର କଥା କହିଥିଲେ ବିଭୂତି । ତେବେ ବର୍ତ୍ତମାନ ବିଭୂତିଙ୍କୁ ନୂଆ ଅଫର ମିଳିଥିବାବେଳେ ଗୀତର ସୁଟିଂ ମଧ୍ୟ ଆରମ୍ଭ ହୋଇଛି । ସୁଟିଂ ସମୟର ଏହି ଭିଡିଓ ସୋସିଆଲ୍ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
More Videos
More Videos
More Videos
More Videos
More Videos