Videos

ଚାଲିଚାଲି ଆସି ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ଦେଇଛନ୍ତି। ନବୀନ ନିବାସରୁ ଚାଲିଚାଲି ଆସି ସେ ତାଙ୍କ ମତ ସାବ୍ୟସ୍ତ କରିଛନ୍ତି।

Video Thumbnail
Share
Advertisement
Read More