Videos

Viral Video: ରାମମୟ ବିଶ୍ୱ! ଚିନ୍ ଆର୍ମି ଲଗାଇଲେ 'ଜୟ ଶ୍ରୀ ରାମ' ନାରା, ଦେଖନ୍ତୁ ଏହି ଭିଡିଓ

Chinese Army Jai Shri Ram: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ମାତ୍ର ୧୬ ସେକେଣ୍ଡର କିନ୍ତୁ ଏହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିପାରେ। ଭିଡିଓରେ ଆପଣ ଦେଖିପାରିବେ ଯେ ଭାରତୀୟ ସୌନିକମାନେ ଗୋଟିଏ ପାର୍ଶ୍ୱରେ ଏବଂ ଚୀନ୍ ସୌନିକମାନେ ଅନ୍ୟ ପଟେ ଠିଆ ହୋଇଛନ୍ତି। ଆହୁରି ମଧ୍ୟ ଭିଡିଓରେ ଆପଣ ଦେଖିପାରିବେ ଯେ ଭାରତୀୟ ସୈନିକମାନେ ଚୀନ୍ ସୈନିକମାନଙ୍କୁ ଜୟ ଶ୍ରୀ ରାମ ନାରା ଲଗାଇବାକୁ ଶିଖାଉଛନ୍ତି ଓ ତା’ପରେ ଉଭୟ ଦେଶର ସୈନ୍ୟ ଏକତ୍ର ହୋଇ 'ଜୟ ଶ୍ରୀ ରାମ' ନାରା ଲଗାଉଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓଟି ବର୍ତ୍ତମାନ ଜୋରଦାର ଭାଇରାଲ ହେବାରେ ଲାଗିଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More