ଜୁଲାଇ ୮ତାରିଖ ରଥଯାତ୍ରା ପରଦିନ କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଛୁଟି ଘୋଷଣା କରାଯାଇଛି।ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ଓ ମହାପ୍ରଭୁଙ୍କ କାର୍ଯ୍ୟ କୁ ଜୀବନର ବ୍ରତ ଭାବେ ଗ୍ରହଣ କରିବା କୁ ସରକାରୀ ଅଧିକାରୀ ମାନଙ୍କୁ ଆଜି ଅନୁଷ୍ଠିତ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ଏ ବର୍ଷର ବିରଳ ରଥଯାତ୍ରା ରାଜ୍ୟ ସରକାରଙ୍କ ପାଇଁ ଆଶିର୍ବାଦ ବୋଲି କହିବା ସହ ସବୁ ବର୍ଗର ଜନସାଧାରଣ ଙ୍କ ସହଯୋଗ କାମନା କରିଥିବା ବେଳେ ସୁରକ୍ଷା ନେଇ ୧୮୦ପ୍ଲାଟୁନ ପୋଲିସ ଫୋର୍ସ ଙ୍କ ସମେତ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
More Videos
More Videos
More Videos
More Videos
More Videos