Videos

CM Mohan Majhi: କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ କେମିତି ରେଡି ହୁଅନ୍ତି ମୁଖ୍ୟମନ୍ତ୍ରୀ, ଭାଇରାଲ ହେଲା ଭିଡିଓ

CM Mohan Majhi: ସୋସିଆଲ ମିଡିଆରେ ଭାଇରାଲ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ। କାର୍ ଭିତରେ କାରକେଡ ରେଥିବା ବେଳେ ପାନିଆରେ ନିଜ ମୁଣ୍ଡକୁ ସାଇତା କରୁଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ଏହି ଭିଡିଓକୁ ନେଇ ଅନେକ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସହ କ୍ୟାପସନ ଦେଖିବାକୁ ମିଳିଛି। ଆପଣ ବି ଦେଖନ୍ତୁ ଭିଡିଓ

Video Thumbnail
Share
Advertisement
Read More