Videos

Cobra Viral Video: କଫ ସିରପ୍ ବୋତଲକୁ ଓଗାଳିଲା ନାଗ ସାପ, ଦେଖନ୍ତୁ ଭାଇରାଲ ଭିଡିଓ

Cobra Viral Video:କାଶର ସିରପ ବୋତଲରୁ ମୁକ୍ତି ପାଇବା ପାଇଁ ସଂଘର୍ଷ କରୁଥିବା ଏକ କୋବ୍ରାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ବଡ଼ କଫ ସିରପ ବୋତଲକୁ ପ୍ରାଣ ବିକଳରେ ନିଜ ପେଟରୁ କାଢୁଛି ନାଗ ସାପ । ଯାହାର ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ X ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ସୁଶାନ୍ତ ନନ୍ଦ ନାମକ ଜଣେ ବ୍ୟକ୍ତି।

Video Thumbnail
Share
Advertisement
Read More