'ମୁଁ ଅତୃପ୍ତ ଆତ୍ମା କହୁଛି, ମୁଁ ଏହି ଅନୁଷ୍ଠାନରେ ପାଠ ପଢ଼ୁଥିଲି । ଦୁଷ୍କର୍ମ ପରେ ମୋତେ ହତ୍ୟା କରାଯାଇଛି । ମୋ ମୃତଦେହକୁ ଲାଇବ୍ରେରୀ ପାର୍ଶ୍ୱରେ ପୋତି ଦିଆଯାଇଛି । ଛାତ୍ରୀଙ୍କ ଏଭଳି ପ୍ରଳାପ ଓ ଆଚରଣ ନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ଏପରି ଏକ ଘଟଣା ଘଟିଛି ପୁରୀ ସହରର ଏକ ପ୍ରତିଷ୍ଠିତ ସଂସ୍କୃତ ଅନୁଷ୍ଠାନ ପରିସରରେ । ଯାହାର ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। କଲେଜ ଛାତ୍ରୀଙ୍କ ପ୍ରେତାତ୍ମା ବଖାଣୁଛି ନିଜ ମୃତ୍ୟୁର କାହାଣୀ । ଜଣେ ଛାତ୍ରୀଙ୍କ ଦେହରେ ପ୍ରବେଶ କରି ନିଜର ମୃତ୍ୟୁ ପଛର କାହାଣୀ କହୁଛି । କେମିତି, କିଏ ନେଇଥିଲା ଜୀବନ ଗୋଟି ଗୋଟି କରି ସବୁ ବଖାଣୁଛି । ଦେଖନ୍ତୁ ଭିଡିଓ...
More Videos
More Videos
More Videos
More Videos
More Videos