Videos

He Naveen Babu: ବିଜେପି ସଭାରେ ପଶି ହେ ନବୀନ ବାବୁ ଗୀତରେ ନାଚିଲେ କଲେଜ ପିଲା

He Naveen Babu: ବିଜେପି ସଭାରେ ପଶି ହେ ନବୀନ ବାବୁ ଗୀତରେ ନାଚିଲେ କଲେଜ ପିଲା । ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଏହି ଭିଡିଓ । ବିଜେପିର ସମ୍ମିଳନୀରେ ହେ ନବୀନ ବାବୁ ଗୀତ ଲଗେଇ ଧମାକାଦାର ନାଚ ନାଚିଛନ୍ତି କଲେଜ ଛାତ୍ର । ଯାହାର ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। କଲେଜ ଛାତ୍ର ମାନେ ଏକାଠି ହୋଇ ହେ ନବୀନ ବାବୁ ଗୀତରେ ଧମକାଦାର ନାଚ ନାଚିଛନ୍ତି । ଆପଣ ବି ଦେଖନ୍ତୁ ଭିଡିଓ

Video Thumbnail
Share
Advertisement
Read More