ସମ୍ବଲପୁର କଂଗ୍ରେସ କର୍ମୀ ନିଖତ ପରବୀନ ଙ୍କର ଏକ ଭିଡିଓ ଏବେ ସହରରେ ଭାଇରଲ ହେଉଛି |ଗତକାଲି ସକାଳେ ଏକ ଗୁରୁତର ଅଭିଯୋଗ ସହ ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ରେ ଚିକିତ୍ସା କରାଯାଉଛି |ତାଙ୍କର ଅଭିଯୋଗ ହେଲା ଯେ ତାଙ୍କର ସ୍ୱାମୀ ଆକ୍ରମ ଖାନ ଏବଂ ପୂର୍ବତନ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଆସଫ ଅଲି ଖାନ ଏବଂ ଆଉ ଦୁଇ ଜଣ ମହିଳା କର୍ମୀ ତାଙ୍କୁ ମାନସିକ ସହ ଶାରୀରିକ ନିର୍ଯ୍ୟାତନା ଦେଉଥିବା କାରଣରୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି |ତାଙ୍କର ଏହି vdo ଟି ଚାରି ଆଡେ ଘୁରିବୁଲୁଥିବା ଦେଖାଯାଉଛି |
More Videos
More Videos
More Videos
More Videos
More Videos