Viral Video: ଅଭିନେତ୍ରୀ କୁକିଜ୍ ସ୍ୱାଇଁ ଏବଂ ଜୟଦେବ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସମୟରେ ଏଥର ଉଭୟେ ଏକାଠି ହୋଲି ଉତ୍ସବ ପାଳନ କରିଛନ୍ତି । ଛାତ ଉପରେ କୁକିଜଙ୍କ ଦେହରେ ଜୟଦେବ ରଙ୍ଗ ଲଗାଇଥିବା ସମୟରେ ଏହି ରିଲ୍ସଟି ପ୍ରସ୍ତୁତ କରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଶଂସକମାନେ ରିଲ୍ସ,ଟିକୁ ଦେଖି ଖୁବ ଲାଇକ୍ ଏବଂ କମେଣ୍ଟ ଦେଇ ଶୁଭେଚ୍ଛା ଜଣାଇଛନ୍ତି ।
More Videos
More Videos
More Videos
More Videos
More Videos