Videos

Viral Video: ଛକା ମାରିବା ପରେ ପଡ଼ିଆରେ କ୍ରିକେଟରଙ୍କୁ ଆସିଲା ହାର୍ଟ ଆଟାକ୍; ଘଟଣାସ୍ଥଳରେ ମୃତ୍ୟୁ, ଭିଡିଓ ଭାଇରାଲ୍

Punjab Ferozepur Viral Video: ପଞ୍ଜାବର ଫିରୋଜପୁରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ କ୍ରିକେଟ୍ ମ୍ୟାଚ୍ ସମୟରେ ଜଣେ ବ୍ୟାଟସମ୍ୟାନ୍ ହୃଦଘାତର ଶିକାର ହୋଇଛନ୍ତି। ଯାହା ଫଳରେ ତାଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ମୃତକଙ୍କ ନାମ ହରଜିତ ସିଂହ ବୋଲି ଚିହ୍ନଟ କରାଯାଇଛି। ସେ ଜଣେ ବଢ଼େଇ ଭାବରେ କାମ କରଥିଲେ ଓ ଏକ ପୁଅର ପିତା ମଧ୍ୟ ଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More