Videos

Crocodile Video: ସହର ଭ୍ରମଣରେ ବିଶାଳ କୁମ୍ଭୀର, ମହାରାଷ୍ଟ୍ରରୁ ଆସିଲା ଭିଡିଓ

ଅନେକ ସମୟରେ ସହରକୁ ଜୀବଜନ୍ତୁ ପଶି ଆସିବା ଖବର ଦେଖିବାକୁ ମିଳେ। କେତେବେଳେ ବାଘ ତ ଆଉ କେତେବେଳେ ଭାଲୁ। ହେଲେ ଏବେ ବାଘ କି ଭାଲୁ ନୁହେଁ ରାସ୍ତାରେ ପତିଆରା ଜମେଇଛି କୁମ୍ଭୀର।ସହର ଭିତରେ ବେଧଡକ ବୁଲୁଛି କୁମ୍ଭୀର। ସାଧାରଣ ଲୋକ ପରି ରାଜରାସ୍ତାରେ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମହାରାଷ୍ଟ୍ରରେ ପ୍ରବଳ ବର୍ଷା ପରେ କୁମ୍ଭୀର ରାସ୍ତାରେ ବୁଲୁଥିବା ଭିଡିଓ ଭାଇରାଲ୍ ହୋଇଛି।

Video Thumbnail
Share
Advertisement
Read More