Videos

Video: ସ୍କୁଲ୍ ଝିଅ ସହିତ ଫଟୋ ଉଠାଇବାକୁ ଲାଗିଛି ଭିଡ, କାରଣ ଜାଣିବାକୁ ଦେଖନ୍ତୁ ଭିଡିଓ

Video: କୁନି ଝିଅ ବିଦ୍ୟା ନିଜ ନୃତ୍ୟ ମାଧ୍ୟମରେ ସୋସିଆଲ ମିଡିଆ ଦ୍ୱାରା ଲୋକପ୍ରିୟତା ହାସଲ କରିଛନ୍ତି । ସ୍କୁଲରେ ପଠୁଥିବା ଏହି ଛାତ୍ରୀଙ୍କର ଅନେକ ପ୍ରଶଂସକ ଅଛନ୍ତି । ସେ ଯେତେବେଳେ ଯେଉଁ ସ୍ଥାନକୁ ଯାଉଛନ୍ତି ତାଙ୍କ ସହ ସେଲଫି ଉଠାଇବାକୁ ଲୋକଙ୍କ ଭିଡ ଲାଗୁଛି । ଆଗକୁ ମଧ୍ୟ ଏପରି ନୃତ୍ୟ ଜାରି ରଖିବେ ବୋଲି ବିଦ୍ୟା ନିଜ ପ୍ରଶଂସକଙ୍କୁ କହିଛନ୍ତି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More