Videos

Chennai Airport: ନିଃଶ୍ୱାସ ଅଟକେଇ ଦେବ ଚେନ୍ନାଇ ଏୟାରପୋର୍ଟର ଏହି ଭିଡିଓ

Chennai Airport: ବାତ୍ୟା ଫେଙ୍ଗାଲର ବେଶି ପ୍ରଭାବ ତାମିଲନାଡୁରେ ଦେଖିବାକୁ ମିଳିଛି। ପ୍ରଭାବିତ ଅଞ୍ଚଳରେ ବିମାନ ଚଳାଚଳ କୁ ମଧ୍ୟ ବାତିଲ କରାଯାଉଛି। ନିକଟରେ ଚେନ୍ନାଇରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଅବତରଣ ସମୟରେ ଅଳ୍ପକେ ବର୍ତ୍ତି ଯାଇଥିଲା। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳୁଛି ଯେ ବିମାନଟି ରନୱେରେ ଅବତରଣ କରିବା ପାଇଁ ବହୁତ ସଂଘର୍ଷର ସମ୍ମୁଖୀନ ହେଉଛି । ଏବଂ ବିମାନଟି ପତ୍ର ପରି ହଲିଯାଇଥିଲା। ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More