Videos

Remal Cyclone: ଘୁ ଘୁ ଗର୍ଜନ କରି ମାଡ଼ି ଆସୁଛି ବାତ୍ୟା ରେମାଲ୍, ସମୁଦ୍ରକୂଳରେ ସତର୍କତା

ଆଉ ଅଳ୍ପ କେତେ ଘଣ୍ଟା ପରେ ପଶ୍ଚିମବଙ୍ଗରେ ବାତ୍ୟା ରେମାଲ ସ୍ଥଳଭାଗ ଛୁଇଁବ! ପାଣିପାଗ ବିଭାଗ ଆକଳନ ଯଦି ସତ ହୁଏ ଆଉ ବାତ୍ୟାର ବେଗ ଯଦି ୧୦୦ କିମି ରୁ ଅଧିକ ହୁଏ ତେବେ ପଶ୍ଚିମବଙ୍ଗ ଉପକୂଳ ସହିତ ବଂଲା ଦେଶ ଓ ଓଡିଶା ଉପକୂଳରେ ଏହାର ଗଭୀର ପ୍ରଭାବ ପଡିବ ! ପଶ୍ଚିମବଙ୍ଗ ରାଜ୍ୟର ଦୀଘାରେ ଏହାର ପ୍ରଭାବକୁ ଲକ୍ଷ୍ୟ କରି ଆଜି ସକାଳଠାରୁ ପର୍ଯ୍ୟଟନ ସ୍ଥଳୀ ରେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ପର୍ଯ୍ୟଟକ ଓ ଦୋକାନୀ ମାନଙ୍କୁ ସତର୍କ କରାଯାଇଛି ! ଏପରିକି ପର୍ଯ୍ୟଟକ ମାନଙ୍କୁ ହୋଟେଲ ଭିତରୁ ନବାହାରିବାକୁ ମଧ୍ୟ କୁହାଯାଇଛି ! ଅନ୍ୟପକ୍ଷରେ ଦୋକାନୀ ମାନଙ୍କୁ ବଜାର ବନ୍ଦ ରଖିବା ସହିତ ମତ୍ସଜୀବୀ ମାନଙ୍କୁ ସମୁଦ୍ରକୁ ନ ଯିବାବାକୁ ନିର୍ଦେଶ ଦିଆଯାଇଛି !

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More