Videos

Video: କଲେଜ୍ ଫଙ୍କସନରେ ଏମିତି ହେଲା ଛି ଛି ଛିରେ ନନୀ ନାଚ, ଭିଡିଓ ଭାଇରାଲ୍

Viral Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ୨ ଜଣ ଛାତ୍ର କଲେଜ ବାର୍ଷିକ ଉତ୍ସବରେ ଛି ଛି ଛିରେ ନନୀ ଛି ଗୀତରେ ଦମଦାର ନୃତ୍ୟ ପରିବେଷଣ କରିଛନ୍ତି । ଯାହାକୁ ଉପସ୍ଥିତ ଅନ୍ୟ ଛାତ୍ରଛାତ୍ରୀମାନେ ମନଭରି ଉପଭୋଗ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

Video Thumbnail
Share
Advertisement
Read More