Videos

Dance Video: ଗହଣା ଦୋକାନରୁ ଭାଇରାଲ୍ ହେଲା ଅଭିନେତ୍ରୀ ରାଲି ନନ୍ଦଙ୍କ ଏହି ଭିଡିଓ

Actress Rally Nanda Dance Video: ରାଲି ନନ୍ଦ ଜଣେ ଓଡ଼ିଆ ଅଭିନେତ୍ରୀ। ଏହି ଅଭିନେତ୍ରୀ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର କଳିଙ୍ଗ ପୁତ୍ର ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। କହିରଖୁଛୁ ଯେ ଏହି ଅଭିନେତ୍ରୀ ସୋସିଆଲ୍ ମିଡିଆ ବହୁତ ଆକ୍ଟିଭ୍ ଏବଂ ସମୟ ସମୟରେ ନିଜର ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ସେ ଗହଣୀ ଦୋକାନରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More