Videos

Video: ସମୁଦ୍ର କୂଳରୁ ଭାଇରାଲ ହେଲା କୁକିଜ୍ ସ୍ୱାଇଁଙ୍କ ସହ ଜୟଦେବଙ୍କ ଭିଡିଓ

Video: ଅନେକ ଗୁଡିଏ ମ୍ୟୁଜିକ ଭିଡିଓରେ ଦମଦାର ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଜୟଦେବ ରାଉଳ ଏବଂ କୁକିଜ୍ ସ୍ୱାଇଁ । ଉଭୟଙ୍କ ନୃତ୍ୟ ଦର୍ଶକଙ୍କୁ ଖୁବ ଭଲ ଲାଗେ । ନିକଟରେ ଏହି ଯୋଡିଙ୍କୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ମଧ୍ୟ କରାଯାଉଛି । କାରଣ ଅନେକ ରିଲ୍ସରେ ଉଭୟେ ଏକାଠି ନଜର ଆସୁଛନ୍ତି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More