Videos

Jatra Stage Video: ଯାତ୍ରା ଷ୍ଟେଜରେ ଚାଲିଥିଲା ଡ୍ୟାନ୍ସ, ଉପରୁ ଖସିପଡ଼ି ଡ୍ୟାନ୍ସର ଆହତ

Jatra Stage Video: ଯାତ୍ରା ଷ୍ଟେଜରେ ଚାଲିଥିଲା ଡ୍ୟାନ୍ସ, ଉପରୁ ଖସିପଡ଼ି ଡ୍ୟାନ୍ସର ଆହତ । ଏମିତି ଏକ ଅଘଟଣ ଦେଖିବାକୁ ମିଳିଛି ପୃଥ୍ୱୀରାଜ ଗଣନାଟ୍ୟ ର ଯାତ୍ରା ମଞ୍ଚରେ । ଦୃଶ୍ୟରେ ଦେଖିବାକୁ ମିଳୁଛି ଯେ, ଦୁଇ ଜଣ ଯାତ୍ରା ମଞ୍ଚରେ ନିଜର ଡ୍ୟାନ୍ସ ଜରିଆରେ ଷ୍ଟଣ୍ଟ ଦେଖାଉଥିଲେ ହେଲେ ହଠାତ୍ ସାହାରା ହୋଇଥିବା ବେଲ୍ଟ ଟି ଛିଡିଯିବାରୁ ତଳେ କଚାଡି ହୋଇ ପଡିଥିଲେ ଡ୍ୟାନ୍ସର। ଆଉ ଏହିସମୟର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଆପଣ ବି ଦେଖନ୍ତୁ ସେହି ଅଘଟଣ ସମୟର ଭିଡିଓ...

ଏହା ବି ପଢନ୍ତୁ-

 

Video Thumbnail
Share
Advertisement
Read More