Videos

Video: ବିରାଟଙ୍କୁ ସାମ୍ନାରେ ଦେଖି ଏମିତି ରିଆକ୍ସନ ଦେଲେ ନୃତ୍ୟଶିଳ୍ପୀ କେଶଭୀ, ଭିଡିଓ ଭାଇରାଲ୍

Viral Video: IPL ମ୍ୟାଚ୍ ଦେଖୁଥିଲେ ଲୋକପ୍ରିୟ ନୃତ୍ୟଶିଳ୍ପୀ କେଶଭୀ ଛେତ୍ରୀ । ସେହି ସମୟରେ ତାଙ୍କ ସାମ୍ନାକୁ ଆସିଥିଲେ ବିରାଟ କୋହଲି । ଏତେ ପାଖରୁ ବିରାଟଙ୍କୁ ଦେଖି ଅତ୍ୟନ୍ତ ଖୁସି ହୋଇଯାଇଥିଲେ କେଶଭୀ । ଏହି ଦୃଶ୍ୟଟି କ୍ୟାମେରାରେ ରେକର୍ଡ ହୋଇଯାଇଥିଲା । ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More