Video: ସାହୁ ଭାଉଜ ଓରଫ ଭାଗ୍ୟଶ୍ରୀ ସାହୁ ଏବଂ ନିଶା ମହାରଣାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ଆଇଟମ ଗୀତର ତାଳେ ତାଳେ ମିଶି ନାଚୁଛନ୍ତି ଦୁଇ ଚର୍ଚ୍ଚିତ ଆଇଟମ୍ ଗର୍ଲ । ଆପଣଙ୍କୁ କହିରଖୁଛୁ ଯେ, ଦୁଇ ଆଇଟମ ଗର୍ଲ କିଛି ଦିନ ତଳେ ଏକ ଭୋଜିରେ ଯୋଗ ଦେବାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା । ଏହାପରେ ଖଣ୍ଡଗିରି ଯାତ୍ରାରେ ବ୍ୟାନ ହେବା ଘଟଣାକୁ ନେଇ ମଧ୍ୟ ଦୁହେଁ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି ।
More Videos
More Videos
More Videos
More Videos
More Videos