Videos

Video: ମେଡିକାଲ କ୍ୱାଟରରୁ ୧୦୨ ଆମ୍ବୁଲାନ୍ସ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ଦେଖନ୍ତୁ ଏହି ଭିଡିଓ

Video: ୧୦୨ ଆମ୍ବୁଲାନ୍ସ ଫାର୍ମାସିଷ୍ଟଙ୍କ ମୃତ୍ୟୁ! ନିଜ ରହୁଥିବା ସରକାରୀ ବାସଗୃହ ରୁ ଝୁଲନ୍ତା ମୃତକୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଗଜପତି ଜିଲ୍ଲା ନୁଆଁଗଡ ବ୍ଳକ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ମୃତକ ହେଲେ ଗଣେଷ ବେହେରା। ତାଙ୍କ ବାପା ଗୁମ୍ମା ବ୍ଲକରେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟରତ ଅଛନ୍ତି। ଗଣେଷ ଦୀର୍ଘଦିନ ଧରି ଫାର୍ମାସିଷ୍ଟ ଭାବେ ୧୦୨ ଆମ୍ବୁଲାନ୍ସ ରେ କାର୍ଯ୍ୟରତ ଥିଲେ। 

Video Thumbnail
Share
Advertisement
Read More