Delhi Election Result 2025: ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ବଡ଼ ପରାଜୟ ସାମ୍ନା କରିବାକୁ ପଡିଛି। ବର୍ତ୍ତମାନ ଫଳାଫଳ ଅନୁଯାୟୀ ଆମ ଆଦମୀ ପାର୍ଟିକୁ ୨୨ ଟି ସିଟ୍ ମିଳୁଥିବେ ବେଳେ ବିଜିପିକୁ ୪୮ ଟି ସିଟ୍ ମିଳିଛି। ଏହି ବିଜୟକୁ ନେଇ ଦିଲ୍ଲୀ ବିଜେପି ଜୋରଦାର ସେଲିବ୍ରେସନ୍ କରୁଛି। ଏହି କ୍ରମେର ଦିଲ୍ଲୀ ବିଜେପି କର୍ମୀ କେଜ୍ରିୱାଲଙ୍କ ବାସଭବନରେ ଜିଲାପି ସମୋସା ନେଇ ପହଞ୍ଚିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
More Videos
More Videos
More Videos
More Videos
More Videos