Viral Video: ସୋମବାର ଅପରାହ୍ନରେ ଜଣେ ବ୍ୟକ୍ତି ଦିଲ୍ଲୀର ମୟୂର ବିହାର ଫେଜ୍ ୱାନ୍ ମେଟ୍ରୋ ଷ୍ଟେସନରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହି ବ୍ୟକ୍ତି ଜଣକ ମେଟ୍ରୋ ଷ୍ଟେସନରେ ଝୁଲୁଥିବାର ନଜର ଆସିଥିଲେ। ବ୍ୟକ୍ତି ଜଣକ ଦୀର୍ଘ ସମୟ ଧରି ଝୁଲୁଥିଲେ, ତା’ପରେ ସେ ସେଠାରୁ ଡେଇଁ ପଡ଼ିଥିଲେ। ମେଟ୍ରୋ ଷ୍ଟେସନରୁ ଖସିପଡିଥିବା ଉକ୍ତ ବ୍ୟକ୍ତିଙ୍କ ଭିଡିଓ ସାମ୍ନାକୁ ଆସିଛି। ଉକ୍ତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣା ପଡି ନାହିଁ, କିନ୍ତୁ ତାଙ୍କୁ ଡାକ୍ତରଖାନା ନିଆଯାଇଛି।

More Videos
More Videos
More Videos
More Videos
More Videos