Viral Video: ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଥିବା ଡେଭିଲ୍ କୁଇନ୍ ଅର୍ପିତାଙ୍କ ଏହି ଇନଷ୍ଟା ରିଲ୍ସଟି ଏବେ ଭାଇରାଲ୍ ହେବାରେ ଲାଗିଛି । 'ସନ୍ତାନ' ଫିଲ୍ମର ଗୀତ 'ରହି ରହିକା ମେଘ ଗରଜେ'ରେ ଦମଦାର ରିଲ୍ସ କରିଛନ୍ତି ଅର୍ପିତା । ପ୍ରଶଂସକମାନେ ଡେଭିଲ୍ କୁଇନଙ୍କ ଏହି ରିଲ୍ସଟିକୁ ଖୁବ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।
More Videos
More Videos
More Videos
More Videos
More Videos