Videos

Video: ଟ୍ରେନ୍ କବାଟକୁ ପିଟି ପିଟି ଭାଙ୍ଗିଲେ ଭିନ୍ନକ୍ଷମ ଯୁବକ, ଭିଡିଓ ଭାଇରାଲ୍

Video; ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଟ୍ରେନର କବାଟ ବନ୍ଦ ରହିଥିବା କାରଣରୁ ଜଣେ ଦିବ୍ୟାଙ୍ଗ ଯୁବକ ତାହାକୁ ପିଟି ପିଟି ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ତଥାବି ଟ୍ରେନ ଭିତରୁ କେହି କବାଟ ଖୋଲିଲେ ନାହିଁ । ସମ୍ପୂର୍ଣ୍ଣ ଦୃଶ୍ୟକୁ ଷ୍ଟେସନରେ ଥିବା ଜଣେ ବ୍ୟକ୍ତି ମୋବାଇଲ୍ କ୍ୟାମେରା ମାଧ୍ୟମରେ ରେକର୍ଡ କରିଛନ୍ତି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More