Videos

Video: ସିନେମା 'ରାଣ୍ଡୀପୁଅ ଅନନ୍ତା' ନାଁକୁ ନେଇ ଚାଲିଛି ମାନସ ମନ୍ଥନ, ଦେଖନ୍ତୁ ଭିଡିଓ

Viral Video: ସାହିତ୍ୟକୁ ନିକଟରୁ ବୁଝୁଥିବା ଖ୍ୟାତନାମା ସାହିତ୍ୟିକ ମାନଙ୍କ ସହ ଏକ ମାନସ ମନ୍ଥନ ହୋଇଛି । ସାହିତ୍ୟରୁ ସିନେମା... ରାଣ୍ଡୀପୁଅ ଅନନ୍ତା... ଠିକ୍ ନା ଭୁଲ୍ ? ଏନେଇ ନିଜ ନିଜର ପକ୍ଷ ରଖିଛନ୍ତି ବିଶିଷ୍ଟ ବ୍ୟକ୍ତିବିଶେଷମାନେ । ତେବେ ସିନେମାର ନାମ 'ରାଣ୍ଡୀପୁଅ ଅନନ୍ତା' ରହିବ ନା ବଦଳିବ ସେନେଇ ଖୁବ ଶୀଘ୍ର ସୂଚନା ଆସିବ ବୋଲି ଆଶା କରାଯାଉଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More