Videos

Dog Save Life: ଅପହର୍ତ୍ତାଙ୍କ କବଳରୁ କୁନି ଝିଅକୁ ରକ୍ଷା କଲା କୁକୁରା, ଦେଖନ୍ତୁ ଏହି ଛାତିଥରା ଭିଡିଓ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ବିଭିନ୍ନ ପ୍ରକାରର ଭିଡିଓ। ଏଭଳି ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଅପହର୍ତ୍ତାଙ୍କ ହାତରୁ ଜଣେ କୁନି ଝିଅଙ୍କୁ ରକ୍ଷା କରୁଛି କୁକୁର। ଏହି ଭିଡିଓଟି ଏବେ ବେଶ ଭାଇରାଲ ହେଉଛି। ଦେଖନ୍ତୁ ଭିଡିଓ...

Also Read: Naga Sadhus: କିପରି ହୋଇଥାନ୍ତି ମହିଳା ନାଗାସାଧୁ, କେତେ କଷ୍ଟ ଦାୟକ ହୋଇଥାଏ ସେମାନଙ୍କ ଜୀବନ

Watch Video: I love Youର ଟାଇଟାଲ ଟ୍ରାକରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ଟୁଟୁ ନାୟକ

 

Video Thumbnail
Share
Advertisement
Read More