Videos

Viral Video: ଜୋରଦାର ଭାଇରାଲ ହେଉଛି କୁକୁର-ସାପ ଲଢେଇର ଭିଡିଓ, ଦେଖନ୍ତୁ ଭିଡିଓ

Viral Video: କୁକୁରମାନଙ୍କୁ ସବୁଠାରୁ ବିଶ୍ୱସ୍ତ ଗୃହପାଳିତ ପଶୁ ଭାବରେ ବିବେଚନା କରାଯାଏ। ଏହାର ସଦ୍ୟତମ ଉଦାହରଣ ଏବେ ଦେଖିବାକୁ ମିଳିଛି। ଗୋଟିଏ ସାପକୁ କାମୁଡି ମାରିବା ସହିତ କୁନି କୁନି ପିଲାମାନଙ୍କୁ ସର୍ପାଘାତରୁ ରକ୍ଷା କରିଛି ଏକ ପିଟବୁଲ କୁକୁର। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡି଼ଆରେ ଘୂରି ବୁଲୁଛି। ଦେଖନ୍ତୁ ଭିଡିଓ...

 

 

Video Thumbnail
Share
Advertisement
Read More