Video: ନିଜର ନିଆରା ଅନ୍ଦାଜ ପାଇଁ ଦିନେ ଚର୍ଚ୍ଚାକୁ ଆସିଥିଲେ ନାଗପୁରର ଡୋଲି ଚା'ବାଲା । ଗ୍ରାହକଙ୍କୁ ସେ ଏକ ଭିନ୍ନ ଶୈଳୀରେ ଚା' ପ୍ରଦାନ କରିବା, ନିଜର ଗେଟଅପ୍ ଏବଂ ମିଠା ମିଠା କଥା କହି ହୃଦୟ ଜିଣିବା ପାଇଁ ସେ ଏବେ ବି ଚର୍ଚ୍ଚାରେ । ତେବେ ନିକଟରେ ଡୋଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଡୋଲି ଦୁବାଇ ଷ୍ଟାଡିୟମରେ ଥିବା ସଦସ୍ୟଙ୍କୁ ଚା' ପିଆଉଛନ୍ତି ।

More Videos
More Videos
More Videos
More Videos
More Videos