Videos

ଚିଲ ଖୁମ୍ଫ ମାରି ଖୋଳିଦେଲା ଆଖି, ରାସ୍ତାରେ ଯାଉଥିବା ଝିଅଟି ହୋଇଗଲେ ଅନ୍ଧ, ଭିଡିଓ ଭାଇରାଲ

Viral Video: ସମସ୍ତ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ। କିନ୍ତୁ ଏହି ଭିଡିଓ ଟିକେ ବିପଜ୍ଜନକ ଅଟେ। ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଝିଅ ରାସ୍ତାରେ ଯାଉଥଇବା ନଜର ଆସୁଛି। ଝିଅଟି ହାତରେ ଫୋନ୍ ଧରି କିଛି ରେକର୍ଡିଂ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଠିକ୍ ଏତିକିବେଳେ ଏକ ଚିଲ ଆସି ତାଙ୍କ ଡାହାଣ ଆଖିକୁ ଖୁମ୍ଫି ବାହାର କରିଦିଏ। ଭିଡିଓରୁ ଦେଖନ୍ତୁ ପୂରା ଘଟଣା-

Video Thumbnail
Share
Advertisement
Read More