Videos

Viral Audio: ବଡ଼ ଭାଇକୁ ବିଷ ଦେଇ ମାରିଦେଲା ସାନ ଭାଇ, ଅଡିଓ ଭାଇରାଲ

Viral Audio: କଥାରେ ଅଛି ଭାଇ ହୁଏ ଭଗାରୀ। ହେଲେ ନିଜ ମା ପେଟର ଭାଇ ଯେ ଭଗାରୀ ହେଇଯିବ ତାହା ବୋଧହୁଏ ଦେବାଶିଷ ଜାଣିନଥିଲେ। କାରଣ ତାଙ୍କ ମରଣ ପାଇଁ ଦାୟୀ ଏବେ ନିଜ ମା ପେଟର ସାନଭାଇ। ରାଗ ଅଭିମାନରୁ ସାନ ଭାଇ ବଡ଼ ଭାଇର ଖାଇବାରେ ବିଷ ଦେଇ ମାରିଦେଇଛି। ଆଉ ମୃତ୍ୟୁ ପୂର୍ବରୁ ଭାଇରାଲ ହେଉଛି ଦୁଇ ଭାଇ ଅର୍ଥାତ୍ ସାନଭାଇ ଓ ବଡ଼ ଭାଇର ବାର୍ତ୍ତାଳପ ର ଅଡିଓ। ଏହି ଅଡିଓରେ ମୃତ୍ୟୁବରଣ କରିଥିବା ଦେବାଶିଷ ସାନ ଭାଇକୁ ପଚାରିଛନ୍ତି ଯେ, କାହିଁକି ଏମିତି ତୁ କଲୁ...ଆଉ ସାନ ଭାଇର ଉତ୍ତର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ନହୋଇ ରହିପାରିବେନି...ଏମିତି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି କେନ୍ଦୁଝର ଆନନ୍ଦପୁର।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More