Videos

Video: ପେଟକୁ ମୁଠାଏ ଦାନା ପାଇଁ ବୃଦ୍ଧ ବୟସରେ ଏମିତି କରୁଛନ୍ତି ମହିଳା, ଭିଡିଓ ଭାଇରାଲ୍

Video: କୁହାଯାଏ ଯେ, ପେଟ ପାଇଁ ସବୁ ନାଟ । ବୃଦ୍ଧ ବୟସରେ ମହିଳାଜଣକ ରାସ୍ତା କଡରେ ବସି ପରିବା ବିକ୍ରି କରୁଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ପ୍ରବଳ ବର୍ଷା ସତ୍ୱେ ମଧ୍ୟ ମହିଳାଜଣକ ନିଜ କର୍ମସ୍ଥଳ ଛାଡି ଯାଇନାହାନ୍ତି । ଏକ ଛତାକୁ ସାହାରା କରି ଅଧା ଭିଜି ନିଜେ ଉପାର୍ଜନ ପଇସାକୁ ସୁରକ୍ଷିତ ରଖିବା ପାଇଁ କାନିରେ ଗଣ୍ଠି ପକେଇ ରଖୁଛନ୍ତି ।

Video Thumbnail
Share
Advertisement
Read More