ରୂପେଲି ପରଦାରେ ରିଲିଜ ହେବାକୁ ଯାଉଛି ଫିଲ୍ମ 'କେମିତି ଏ ସମ୍ପର୍କ'। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଏଲିନା ସାମନ୍ତରାୟ ଓ ଆକାଶ ଦାସ ନାୟକ। ତେବେ ଏହି ଫିଲ୍ମର ଗୀତ ସୁଟିଂ ଏହା ପାହାଡି ସୁନ୍ଦର ଇଲାକାରେ ଚାଲିଛି। ଏହି ଫିଲ୍ମର ଏକ ଗୀତ ସୁଟିଂ ର Behind The Scene ସୁଟିଂ କରିଛନ୍ତି ଏଲିନା ଓ ଆକାଶ । ନିଜ ଇନଷ୍ଟା ପେଜରେ ଏହି ଭିଡିଓକୁ ସେୟାର କରିଛନ୍ତି ଓଲିଉଡର ଚୁଲୁବୁଲି ଅଭିନେତ୍ରୀ ଏଲିନା ସାମନ୍ତରାୟ।
More Videos
More Videos
More Videos
More Videos
More Videos