Videos

ବିବାହ ପୂର୍ବରୁ ଏହି ଅଭିନେତାଙ୍କୁ ଡେଟ୍ କରୁଥିଲେ ଅଭିନେତ୍ରୀ ଏଲିନା! ଭାଇରାଲ୍ ହେଲା ପୁରୁଣା ଭିଡିଓ

Elina Samantray Video: ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତ ରାୟ।  ନିକଟରେ ସେ ହାତକୁ ଦ୍ବି-ହାତ ହୋଇଛନ୍ତି। ନିଜ ପ୍ରେମିକ ଅନୁରାଗ ପଣ୍ତାଙ୍କୁ ବିବାହ କରିଛନ୍ତି। ତେବେ, ଏହାରି ଭିତରେ ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ୍ ହୋଇଛି। ତାହା ପୁଣି ଜଣେ ଅଭିନେତାଙ୍କ ସହିତ। ଚର୍ଚ୍ଚା ହେଉଛି ଯେ, ବିବାହ ପୂର୍ବରୁ ଏହି ଏଲିନା ଏହି ଅଭିନେତାଙ୍କୁ ଡେଟ୍ କରୁଥିଲେ। ତେବେ, ଏହାରି ଭିତରେ କେତେ ସତ୍ୟତା ରହିଛି । ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।..

Video Thumbnail
Share
Advertisement
Read More