Odisha Election 2024: ନିକଟରେ ବିିଜେପିରେ ଯୋଗ ଦେଇଥିବା ପୂର୍ବତନ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେଡ଼ି ଉପରେ ବର୍ଷିଛନ୍ତି।