Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତିଙ୍କ ଜନ୍ମଦିନ ପାଳନ ସମୟରେ ସେ କେକ୍ ରେ ଥିବା କ୍ୟାଣ୍ଡେଲରେ ନିଆଁ ଲଗାଇଥିଲେ । ତେବେ କିଛି ସମୟ ମଧ୍ୟରେ ଏହା ବିସ୍ଫୋରଣ ଘଟିଥିଲା । ଫଳରେ କେକ୍ ଟି ଚତୁପାର୍ଶ୍ୱକୁ ଛିଟିକି ପଡିଥିଲା । ରୁମ୍ ଭିତରେ ଉପସ୍ଥିତ ଥିବା ସମସ୍ତ ସଦ୍ୟଙ୍କ ଦେହରେ କେକ୍ ଛିଟିକି ଲାଗିଯାଇଥିଲା । ସମସ୍ତେ ଏହି ଘଟଣାକୁ ନେଇ ସେହି ସମୟରେ ଭୟବିତ ହୋଇପଡିଥିଲେ ।
More Videos
More Videos
More Videos
More Videos
More Videos