Videos

Odisha BJD: ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ବାପି ସର୍ଖେଲ

ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଜେଡି ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ ଓ ସାଂସଦ ପାର୍ଥିନୀ ରାଜଶ୍ରୀ ମଲ୍ଲିକ ଙ୍କ ପାଇଁ ନିର୍ବାଚନ ପ୍ରଚାର କୁ ଓହ୍ଲାଇଛନ୍ତି ପାରାଦ୍ୱୀପ ଅଞ୍ଚଳର ଜଣାଶୁଣା ଶ୍ରମିକ ନେତା ବାପି ସାର୍ଖେଲ। କୁଜଙ୍ଗ ବ୍ଲକ ମଙ୍ଗରାଜପୁର ଠାରେ ଏକ ବିଶାଳ ଶୋଭାଯାତ୍ରା ରେ ପାରାଦ୍ୱୀପ ବିଧାୟକ ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟ, ଜଗତସିଂହପୁର ସାଂସଦ ପ୍ରାର୍ଥୀନୀ ରାଜଶ୍ରୀ ମଲ୍ଲିକ ଓ ବିଜୁ ଶ୍ରମିକ ସାମ୍ମୁଖ୍ୟ ର କାର୍ଯ୍ୟକରି ସଭାପତି ମୋନିଦୀପା ସାର୍ଖେଲ ଙ୍କ ଉପସ୍ଥିତ ରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଗତ ଦିନରେ ବାପି ସାର୍ଖେଲ ଙ୍କ ଏକାନ୍ତ ଅନୁଗତ ରଞ୍ଜିତ ଦାସ ମହାପାତ୍ର ଙ୍କ ସହିତ ମଙ୍ଗରାଜପୁର ଓ ହସିଣା ଗ୍ରାମର ଶତାଧିକ ମୁରବି ଓ ଛାମୁଆ କର୍ମୀମାନେ ବିଭିନ୍ନ ଦଳ ଛାଡି ପାରାଦ୍ୱୀପ ବିଧାୟକ ଙ୍କ ନେତୃତ୍ୱରେ ବିଜେଡି ରେ ଯୋଗଦାନ କରିଛନ୍ତି l

Video Thumbnail
Share
Advertisement
Read More