Pattamundai Fight Video: ଆଧାର ଉଠାକୁ ନେଇ ଗଣ୍ଡଗୋଳ,ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଅଫିସ ରେ ଆଜି ଆଧାର ସଂଶୋଧନ ପାଇଁ ବହୁ ଭିଡ଼ ଦେଖିବାକୁ ମିଳିଥିଲା। ତେଣୁ ଲାଇନ ଲଗାଇ ଜଣକ ପରେ ଜଣେ ଆସିବାକୁ ଆଧାର କେନ୍ଦ୍ର ଅଧିକାରୀ କହିଥିଲେ, ଲାଇନ ଲଗାଇ ଛିଡା ହେବାକୁ ନେଇ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମଧ୍ୟରେ ବଚସା ହେବା ସହ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ପରେ କିଛି ସମୟ ଆଧାର ଉଠା ବନ୍ଦ ହେବାସହ ସ୍ଥାନୀୟ ଅଞ୍ଚଳ ରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।ଏହି ମାଡଗୋଳ ର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।
More Videos
More Videos
More Videos
More Videos
More Videos