Videos

Bhubaneswar Viral Video: ରାଜରାସ୍ତାରେ ଦୁଇ ମହିଳା ସମାଜସେବୀ ହାତାହାତି, ଚୁଟି ଟଣାଟଣି

Bhubaneswar Viral Video: ଜୟଦେବ ଭବନ ପାର୍କିଂରେ ହାଇଡ୍ରାମା। ଦୁଇ ମହିଳା ହାତାହାତି। ଚୁଟି ଟଣାଟଣି ହୋଇ ମରାମରି ହୋଇଛନ୍ତି ଦୁଇ ଜଣ। ସେମାନେ ଉଭୟ ନିଜକୁ ସମାଜସେବୀ ବୋଲି କହିଛନ୍ତି। ଜଣେ ମହିଳା ଗଣମାଧ୍ୟମକୁ ବାଇଟ୍ ଦେଉଥିବା ବେଳେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ସେଠାରେ ପହଞ୍ଚିଥିଲା ପୋଲିସ। ଉଭୟଙ୍କୁ ବୁଝାସୁଝା କରାଯାଇଛି। ସୋସିଆଲ ମିଡିଆରେ ପରସ୍ପର ପ୍ରତି ଆକ୍ଷେପ ପ୍ରତିଆକ୍ଷେପକୁ ନେଇ ଏହି ମାରପିଟ ହୋଇଥିବା ଜଣାପଡ଼ିଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More