ପୁଣିଥରେ ଭାଇରାଲ ହୋଇଛି ଦିଲ୍ଲୀ ମେଟ୍ରୋ ଭିତରର ଭିଡିଓ । କେତେବେଳେ ଅସଞ୍ଜତ ଅବସ୍ଥାରେ କପଲ୍ ଧରାପଡ଼ିଛନ୍ତି ତ କେତେ ଯୁବକ ଯୁବତୀଙ୍କ ଅଜବ ଅଜବ କାଣ୍ଡ କରୁଥିବା ଦେଖିବାକୁ ମିଳିଥାଏ। ହେଲେ ଏବେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ରେ ୨ ଯୁବତୀ ଯୁକ୍ତିତର୍କ କରିବା ସହ ହାତ ଉଠାଉଠି ହୋଇ ମାରପିଟ୍ କରିଛନ୍ତି । ଯାହାର ଭିଡିଓ ଏବେ ଇନଷ୍ଟାଗ୍ରାମ ସୋସିଆଲ ପେଜ୍ ରେ ଭାଇରାଲ ହେବାରେ ଲାଗିଛି।
More Videos
More Videos
More Videos
More Videos
More Videos