ଜଗତସିଂହପୁର ଜିଲ୍ଲା ଜିଲ୍ଲାରେ ମେଡ଼ିକାଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ରେ ଜଳଖିଆ ଟିଫିନ ପ୍ୟାକେଟ କୁ ନେଇ ମହିଳା ମାନଙ୍କ ହଙ୍ଗମା।ଟିଫିନ ପ୍ୟାକେଟ କୁ ନେଇ ହୋ ହାଲ କରିବା ସହିତ ଭଙ୍ଗାରୁଜା ହୋଇଥିବାର ଭିଜୁଆଲ୍ ଭାଇରାଲ୍ ହେବାରେ ଲାଗିଛି।ଏହିଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ରେ। ଗତ ୧୭ ତାରିଖ ଶନିବାର ସନ୍ଧ୍ୟା4ଟା ସମୟରେ ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖ ପଡିଆ ରେ ଭିଡିଓ କନ୍ଫରସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲାର ମେଡ଼ିକାଲ ରୂପନ୍ତରିକରଣ କାର୍ଯ୍ୟକ୍ରମ ର ଭିତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ଚାଲିଥିଲା।ଏନେଇ ଜଗତସିଂହପୁର ଓ ଏହାର ଆଖପାଖ ଅଞ୍ଚଳର ମହିଳା ସ୍ବଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ଡକା ଯାଇଥିଲା।
More Videos
More Videos
More Videos
More Videos
More Videos