Videos

Video: ସୌମ୍ୟଶ୍ରୀ ବିଶିଙ୍କ ଏହି ଭିଡିଓ ହେଉଛି ଭାଇରାଲ୍

Viral Video: FM କଲେଜ୍ ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ମୃତ୍ୟୁ ପରେ ତାଙ୍କର ଅନେକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ସୌମ୍ୟଶ୍ରୀ ନିଜ ଦୁଇ ସାଥୀଙ୍କ ସହ ଏକ ଗୀତରେ ନାଚୁଛନ୍ତି । ଏହି ଭିଡିଓଟି ଅନେକଙ୍କୁ ଭାବବିହ୍ୟୁଳ କରିଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More