Videos

Dance Video: ବିଦ୍ୟା ବାଲାନଙ୍କ ଉଲାଲା ଉଲାଲା ଗୀତରେ ଧୁମ୍ ମଚାଇଲେ ବିଦେଶୀ ଛାତ୍ରଛାତ୍ରୀ, ଦେଖନ୍ତୁ ଏହି ଭାଇରାଲ ଭିଡିଓ

Ooh La La Song Dance Video: ସୋସିଆଲ୍ ମିଡିଆରେ ଏକ ବିଦେଶୀ ଛାତ୍ରଛାତ୍ରୀଙ୍କ ଡ୍ୟାନ୍ସ ଭିଡିଓ ଜୋରଦାର ଭାଇରାଲ ହେଉଛି। ଯେଉଁଥିରେ ସେମାନେ ବିଦ୍ୟା ବାଲାନଙ୍କ ଉଲାଲା ଉଲାଲା ଗୀତରେ ଚତ୍ମକାର ଭାବରେ ନାଚୁଥିବା ନଜର ଆସୁଛନ୍ତି। ଏହି ଭିଡିଓ ଯିଏ ବି ଦେଖୁଛି ସେ ତାରିଫ୍ କରୁଛି। ଆପଣ ମଧ୍ୟ ଦେଖନ୍ତୁ ଏହି ଚତ୍ମକାର ଡ୍ୟାନ୍ସ ଭିଡିଓ।

Video Thumbnail
Share
Advertisement
Read More