Videos

Viral Video: ସମୁଦ୍ରରେ ପେଟ୍ରୋଲିଂ ସମୟରେ ହୃଦଘାତରେ ଟଳି ପଡିଲେ ବନ କର୍ମଚାରୀ, ଦେଖନ୍ତୁ ଏହି ଭିଡିଓ...

Viral Video: ସମୁଦ୍ରରେ ପେଟ୍ରୋଲିଂ ସମୟରେ ହୃଦଘାତରେ ଟଳି ପଡିଲେ ବନ କର୍ମଚାରୀ । ବିରଳ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ପେଟ୍ରୋଲିଂ ଚାଲିଥିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ୧୩ କିଲୋମିଟର ସମୁଦ୍ର ମଝିରେ ବେଆଇନ ଭାବେ ମାଛ ମାରୁଥିବା ନାଗେଶ୍ୱର ନାମକ ଟ୍ରଲରକୁ ଜବତ କରାଯିବା ଶହ ସେଥିରେ ଥିବା ମସ୍ୟଜୀବୀଙ୍କୁ ବନବିଭାଗ ଧରିଥିଲା। ରାତି ପ୍ରାୟ ୧୨ ଘଟିକା ସମୟରେ ଏହି ବୋଟ ଧରାଯାଇଥିଲା। ଏହି ସମୟରେ ବନବିଭାଗର ଅଲଭିୟା ଟ୍ରଲର ର ଡ୍ରାଇଭର ଚଞ୍ଚଳ ମାଇତି (୫୫ବର୍ଷ) ପାଣି ପିଇଥିଲେ।ପାଣି ପିଇବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରି ଟଳି ପଡ଼ିଥିଲେ।

Video Thumbnail
Share
Advertisement
Read More