Videos

Four Ollywood Actress: ଷ୍ଟେଜ ପଛରୁ ଭାଇରାଲ ହେଲା ଏକାଥରେ ୪ ଅଭିନେତ୍ରୀଙ୍କ ଏହି ଭିଡିଓ

Four Ollywood Actress: ଓଲିଉଡର ଏହି ୪ ଚୁଲୁବୁଲି ନାୟିକା ଏବେ ବେଶ ଚର୍ଚ୍ଚାରେ । କେହି କାହାଠୁ କମ୍ ନୁହଁନ୍ତି । ଆକ୍ଟିଂ ହେଉ ବା ଡ୍ୟାନ୍ସ କି ନଟଖଟି ଅନ୍ଦାଜ ଫ୍ୟାନ୍ସଙ୍କୁ ଘାଇଲା କରନ୍ତି ଏହି ଅଭିନେତ୍ରୀ ମାନେ। ତେବେ କିଛି ସମୟ ପୂର୍ବରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଶିବାନୀ ସଙ୍ଗୀତା, ଦିବ୍ୟା ମହାନ୍ତି, ଭୂମିକା ଓ ଏଲିନା ସାମନ୍ତରାୟ ରହିଛନ୍ତି । ସେପଟେ ଷ୍ଟେଜରେ ପରଫରମାନ୍ସ ଚାଲିଥିବା ବେଳେ ଏମାନେ ନିଜ ଅନ୍ଦାଜରେ ଷ୍ଟେଜ ପଛ ପଟେ ନାଚୁଥିବାର ଭିଡିଓ ଭାଇରାଲ ହୋଇଛି। ଆପଣ ବି ଦେଖନ୍ତୁ ଭିଡିଓ...

Video Thumbnail
Share
Advertisement
Read More