Videos

Grandfather Dance Video: ନିଜ ନାତିଙ୍କ ଆଗରେ ଏପରି ନାଚିଲେ ଜେଜେ, ଆପଣଙ୍କ ହୃଦୟକୁ ଜିତିନେବ ଏହି ଭିଡିଓ

Grandfather Dance Viral Video: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଟି ବହୁତ ସୁନ୍ଦର ଅଟେ। ଭିଡିଓରେ ଦେଖିବାକୁ ମିଳେ ଯେ ଜେଜେମା’ ଗୋଡ ଉପରେ ତାଙ୍କ ନାତି ଶୋଇଛି। ଏହା ସମେତ ଜେଜେ ତାଙ୍କ ନାତି ସାମ୍ନାରେ ନାଚି ପିଲାଟିକୁ ମନୋରଞ୍ଜନ କରୁଛି। ଏହା ଏଥିପାଇ କରୁଛନ୍ତି ଯାହା ଦ୍ୱାରା ପିଲାଟି ଖୁସିରେ ଜେଜେମା ଦେଉଥିବା ଖାଇବା ଖାଇନେବ। ଭିଡିଓରେ ଦେଖାଯାଇଛି ଯେ ଜେଜେମା ତାଙ୍କୁ ଖାଇବାକୁ ଦେଉଥିବା ବେଳେ ପିଲାଟିର ଧ୍ୟାନ ତାଙ୍କ ଜେଜେବାପାଙ୍କ ନୃତ୍ୟ ଉପରେ ରହିଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି ଯାହା ଆପଣଙ୍କ ହୃଦୟକୁ ମଧ୍ୟ ଜିତିନେବ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More